Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Odisha

ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago
ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାjs RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଦକ୍ଷିଣାଞ୍ଚଳ RDC ରୂପାରୋଶନ ସାହୁ ଘଟଣାର ତଦନ୍ତ କରିବେ ।  ଆମ୍ବ ଟାକୁଆ ଦ୍ବାରା ପ୍ରସ୍ତୁତ ଯାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ୬ଜଣ ଗୁରୁତର ବ୍ରହ୍ମପୁର MKCGରେ ଓ ଦୁଇ ଜଣ କଟକ SCBରେ ଚିକିତ୍ସିତ ହେଉଛନ୍ତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Chief Minister ordered RDC inquiry into the death of Mango Takua | Argus News