Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବିଭିନ୍ନ ପୂଜାମଣ୍ଡପ ବୁଲି ମାଙ୍କ କରୁଣା ଲାଭ କଲେ ମୁଖ୍ୟମନ୍ତ୍ରୀ 

Sangram Tripathy
Browse all articles by Sangram Tripathy
·1 year ago
କଟକ ବିଭିନ୍ନ ପୂଜାମଣ୍ଡପ ବୁଲି ମାଙ୍କ କରୁଣା ଲାଭ କଲେ ମୁଖ୍ୟମନ୍ତ୍ରୀ 

ଅର୍ଗସ ବ୍ୟୁରୋ:ସିଲିଭର ସିଟିର ବିଭିନ୍ନ ପୂଜାମଣ୍ଡପ ବୁଲିବା ସହ ମାଆ ସିଂହବାହିନୀଙ୍କ ଦର୍ଶନ କରି କରୁଣା ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣ ଲୋକଙ୍କ ଗହଣରେ ଯାଇ ବୁଲିଦେଖିଛନ୍ତି ମେଢ। କଟକର ଦଶହରାର ସ୍ବତନ୍ତ୍ରତାକୁ ଉପଭୋଗ କରିଛନ୍ତି। ପାଖାପାଖି ୩୦ରୁ ଅଧିକ ମେଢ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ । ଅନ୍ୟପଟେ ଆଜି ଅପରାହ୍ନରେ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister visited various pujamandaps in Cuttack and won the mercy of the people | Argus News