Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago
କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:ପବିତ୍ର ମହାନବମୀ ଉପଲକ୍ଷେ କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦ରୁ ଅଧିକ ମଣ୍ଡପ ବୁଲିବା ସହ ନେବେ ମାଆଙ୍କ ଆଶିଷ।ଅପରାହ୍ନ ୪ଟାରେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରି ଆଶିଷ ନେବେ । ଗତକାଲି ମହାଷ୍ଟମୀରେ ଭୁବନେଶ୍ଵରର ବିଭିନ୍ନ ମେଢ଼ ବୁଲିଥିବା ବେଳେ ଆଜି କଟକରେ ମାଆଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ ମୁଖ୍ୟମନ୍ତ୍ରୀ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister will visit the famous Durga Puja in Cuttack | Argus News