Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ ସରକାରୀ ବିଲଡିଂର ରଙ୍ଗ ବଦଳିବ , ଆସିଲା ଗାଇଡଲାଇନ

Swoyang prajna Mishra
Browse all articles by Swoyang prajna Mishra
·11 months ago
ସବୁ ସରକାରୀ ବିଲଡିଂର ରଙ୍ଗ ବଦଳିବ , ଆସିଲା ଗାଇଡଲାଇନ

Key Points

ସବୁ ସରକାରୀ ବିଲଡିଂର ରଙ୍ଗ ବଦଳିବ
ପୁରୁଣା କୋଠାଗୁଡିକର ରଂଗ ବଦଳିବ
ନୂଆ ବିଲଡିଂଗୁଡ଼ିକର ମଧ୍ୟ ଗୋଟିଏ ପ୍ରକାର ରଙ୍ଗ ରହିବ
କୋଠାର ବାହାର, ବର୍ଡର ଓ ଗ୍ରୀଲ ଗୁଡିକର ରଂଗ ପାଇଁ ପ୍ରକାଶ ପାଇଲା ନିର୍ଦ୍ଦେଶନାମା

ସରକାରୀ କୋଠାର ରଙ୍ଗ ବଦଳିବ । ଆଗକୁ ନିର୍ମାଣ ହେବାକୁ ଥିବା ସବୁ କୋଠାର ରଙ୍ଗ ବଦଳିଯିବ । ଏଥିସହ ପୁରୁଣା କୋଠାଗୁଡିକର ମଧ୍ୟ ରଙ୍ଗ ପରିବର୍ତ୍ତନ ହେବ । ନୂଆ ସରକାରୀ କୋଠାର ରଙ୍ଗ ଓ ମରାମତି ହେଉଥିବା କୋଠାର ରଙ୍ଗ କେମିତି ରହିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି ।


ସବୁ ସରକାରୀ କୋଠା ଗୁଡିକ ଯେପରି ଗୋଟିଏ ରଙ୍ଗ ରହିବ ସେ ଉପରେ ଧ୍ୟାନ ଦିଆଯାଇଛି । କୋଠାର ବାହାର, ବର୍ଡର ଓ ଗ୍ରୀଲ ଗୁଡିକ କେଉଁ ରଙ୍ଗର ହେବ ସେ ନେଇ ପ୍ରକାଶ ପାଇଛି ନିର୍ଦ୍ଦେଶନାମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The color of government buildings will change, guidelines have been issued | Argus News