ଆସନ୍ତା ସେପ୍ଟେମ୍ବର ୧୭ ରେ ମିଳିବ `ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି
·1 year ago

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 17 ତାରିଖରେ ମିଳିବ `ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ବଡ଼ ଘୋଷଣା କରିଛନ୍ତି। ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାକ୍ଷୀ ପୂର୍ଣ୍ଣିମା କିସ୍ତି ବାବଦକୁ ମହିଳା ପାଇବେ 5,000 ଟଙ୍କା।
ପ୍ରଥମେ 80 ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ହେବେ ଉପକୃତ...ଜୁଲାଇ 1 ସୁଦ୍ଧା 21 ବର୍ଷ ହୋଇଥିଲେ ପାଇବେ `ସୁଭଦ୍ରା’ ଯୋଜନରା ଲାଭ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: