Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଘ ନୁହେଁ, ଜନ୍ତୁଟି ବଣଭୁଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ

Odisha

ବାଘ ନୁହେଁ, ଜନ୍ତୁଟି ବଣଭୁଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ

Rashmita Mishra
Browse all articles by Rashmita Mishra
·1 year ago
ବାଘ ନୁହେଁ, ଜନ୍ତୁଟି ବଣଭୁଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ

ଅର୍ଗସ ବ୍ୟୁରୋ:  ଭୁବନେଶ୍ବର ବିମାନବନ୍ଦରରେ ବାଘ ଦେଖାଯିବା ଘଟଣା । ବାଘ ନୁହେଁ, ଜନ୍ତୁଟି ବଣଭୁଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ରାତି ତମାମ ତଲାସି ପରେ ନଜର ଆସିଛି ବଣଭୁଆଟି । ବାଘ ସନ୍ଦେହରେ ଟ୍ରାପ୍‌ କ୍ୟାମେରା ସହ ଯନ୍ତା ଲଗାଇଥିଲା ବନ ବିଭାଗ । ବାଘକୁ ଧରିବା ଲାଗି କୁକୁଡ଼ା ଲୋଭ ବି ଦେଖାଇଥିଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The forest department has clarified that the animal is not a tiger, but a wild boar | Argus News