ସୁବର୍ଣ୍ଣରେଖା ଆଣି ଦେଇଛି ଦୁଃଖ, ପାଣି ଘେରରେ ଶହ ଶହ ପରିବାର
·1 year ago

Key Points
ସୁବର୍ଣ୍ଣରେଖା ଆଣି ଦେଇଛି ଦୁଃଖ
୩ ଦିନ ହେଲା ବାଲିଆପାଳ, ଭୋଗରାଇ ଓ ଜଳେଶ୍ବରରେ ବନ୍ୟା ପରିସ୍ଥିତି
ପାଣି ଘେରରେ ଶହ ଶହ ପରିବାର, ୩ ଶହ ଏକର ପରିବା ଚାଷ ନଷ୍ଟ
ବିପନ୍ନ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଉଛି ଜିଲ୍ଲା ପ୍ରଶାସନ
କମିଛି ପାଣି, ବଢିଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ଆଣି ଦେଇଛି ଦୁଃଖ । ବନ୍ୟା ଯୋଗୁ କଷ୍ଟ ଭୋଗୁଛନ୍ତି ସୁବର୍ଣ୍ଣରେଖା ନଦୀ କୂଳିଆବାସିନ୍ଦା । ୩ ଦିନ ହେଲା ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ ଓ ଜଳେଶ୍ବରରେ ବନ୍ୟା ପରିସ୍ଥିତି ଲାଗି
ରହିଛି । ପାଣି ଘେରରେ ଶହ ଶହ ପରିବାର । ୩ ଶହ ଏକର ପରିବା ଚାଷ ନଷ୍ଟ ହୋଇଛି । ବନ୍ୟା ପାଣିରେ ଭାସି ଯାଇ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାବେଳେ ବିପନ୍ନ ନିକଟରେ ଜିଲ୍ଲା ପ୍ରଶାସନ ପହଁଚି ଶୁଖିଲା ଖାଦ୍ୟ ପହଞ୍ଚାଇଛି ।.
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: