ସାଢେ 12 ଟା ଯାଏଁ ଗୃହ ମୁଲତବି
·1 year ago

ଭୁବନେଶ୍ୱର: ଗୃହରେ ସୁଭଦ୍ରା ତାତି । ସୁଭଦ୍ରା ଯୋଜନାକୁ ନେଇ ଗୃହରେ ବିଜେଡି ସଦସ୍ୟ ହଟ୍ଟଗୋଳ କରିଛନ୍ତି । ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନଥିବା ଅଭିଯୋଗରେ ବାଚସ୍ପତି ପୋଡିୟମ ନିକଟରେ ବିଜେଡି ସଦସ୍ୟ ହୋହଲ୍ଲା କରିଛନ୍ତି । ଫଳରେ ଗୃହକୁ ସାଢ଼େ ୧୨ଟା ୫ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: