ସରଗରମ ରହିବ ଗୃହ
·1 year ago

ଅର୍ଗସ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ବେଶ୍ ସରଗରମ ରହିବ ଗୃହ । ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି l ତେବେ ଗୃହ ସ୍ବଭାବିକ ଚାଲିବ ନାଁ ଗତକାଲି ଭଳି ବିରୋଧୀଙ୍କ ହୋହଲ୍ଲାରେ ଗୃହକାର୍ଯ୍ୟ ବନ୍ଦ ରହିବ ତାହା ଉପରେ ନଜର । ପ୍ରଥମ ଦିନରେ ଗହର ମଧ୍ୟ ଭାଗକୁ ଆସି ବିରୋଧୀ ବିଜେଡି, କଂଗ୍ରେସ ସଦସ୍ୟ କନ୍ଧମାଳ ଆମ୍ବ ଟାକୁଆ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: