Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ବାମୀ

Odisha

ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ବାମୀ

Ritu Das
Browse all articles by Ritu Das
·1 year ago
ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ବାମୀ

ଅର୍ଗସ ବ୍ୟୁରୋ: ବୁଥ୍ ଆଗରେ ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ଵାମୀ । ବୁଥ୍ ଆଗରେ ସ୍ଵାମୀର ଭୁଜାଲି ଚୋଟରେ ସ୍ତ୍ରୀ ମୃତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ମୁକ୍ତାଡିହି ବୁଥ୍ ଆଗରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । 

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହାଣି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀକୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband beat | Argus News