Videos
|
Odisha

ବିସ୍ଫୋରଣରେ ଯବାନ ଯାଉଥିବା ଗାଡ଼ି ଉଡ଼ିଗଲା

Ritu Das
Browse all articles by Ritu Das
·1 year ago
ବିସ୍ଫୋରଣରେ ଯବାନ ଯାଉଥିବା ଗାଡ଼ି ଉଡ଼ିଗଲା

ଛତିଶଗଡ଼ ବିଜାପୁରରେ ବଡ଼ ମାଓ ହମ୍‌ଲା ହୋଇଛି। ମାଓବାଦୀଙ୍କ IED ବିସ୍ଫୋରଣରେ ୮ ଯବାନ ସହିଦ ହୋଇଛନ୍ତି। ବିସ୍ଫୋରଣ କରି ଯବାନ ଯାଉଥିବା ଗାଡ଼ି ଉଡ଼ାଇଲେ ମାଓବାଦୀ। ଦାନ୍ତେୱାଡ଼ା, ନାରାୟଣପୁର, ବିଜାପୁରରୁ ଅପରେସନ ସାରି ଫେରୁଥିବା ବେଳେ ଆଟାକ୍‌ କଲେ ମାଓବାଦୀ। 


ବିଜାପୁରରେ ସୁରକ୍ଷାବାହିନୀଙ୍କ ଗାଡ଼ି ଉପରେ ନକ୍ସଲ ଆକ୍ରମଣ। ଗୋଟିଏ ଗାଡ଼ିରେ ଯାଉଥିଲେ DRG ଯବାନ। ବିଜାପୁରରେ ଚାଲିଛି ନକ୍ସଲଙ୍କ ବିରୋଧରେ ସେନାର ଅପରେସନ୍। ଅପରେସନ ସାରି ଫେରୁଥିବା ସୁରକ୍ଷାବାହିନୀଙ୍କ ଗାଡ଼ିକୁ ଟାର୍ଗେଟ୍ କଲେ ମାଓବାଦୀ। ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ଯବାନଙ୍କ ଶରୀର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-ied-explosion-blew-up-the-jawan-jeep-blast | Argus News