Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁଶୁଡୁଛି ମାଓ ଦୁର୍ଗ, ଆସ୍ଥା ହରାଉଛନ୍ତି ମାଓବାଦୀ

Rashmita Mishra
Browse all articles by Rashmita Mishra
·1 year ago
ଭୁଶୁଡୁଛି ମାଓ ଦୁର୍ଗ, ଆସ୍ଥା ହରାଉଛନ୍ତି ମାଓବାଦୀ

ଭୁଶୁଡୁଛି ମାଓ ଦୁର୍ଗ । ମାଓ ସଂଗଠନ ଉପରୁ ଆସ୍ଥା ହରାଉଛନ୍ତି ମାଓବାଦୀ । ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍ ହେଉଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାନ୍ଦୁଲପାରରେ ବନ୍ଧୁକ ଓ IED ସହ ଆତ୍ମସମର୍ପଣ କରିଛନ୍ତି ୫ ମାଓବାଦୀ । ସମସ୍ତ ମାଓବାଦୀ କୁତୁଳ ଏରିଆ କମିଟି ଅଂଚଳରେ ଆତଙ୍କ ରଚାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ୨୦୨୬ ସୁଦ୍ଧା ମାଓମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored