ଏକାଧିକ ସହର ଜଳମଗ୍ନ
·1 year ago

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ମୁମ୍ବାଇ ଓ ଗୁଜୁରାଟର ଏକାଧିକ ସହର ଜଳମଗ୍ନ। ମୁମ୍ବାଇ, ଥାନେ ଓ ନାଗପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ। ସେପଟେ ଗୁଜରାଟରେ ରେକର୍ଡ 565 ମିଲିମିଟର ବର୍ଷା ରେକର୍ଡ। ଆସନ୍ତା 24 ଘଣ୍ଟା ପାଇଁ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗନାକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: