Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ପ୍ରକାଶ ପାଇବ ରାୟ

Ritu Das
Browse all articles by Ritu Das
·1 year ago
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ପ୍ରକାଶ ପାଇବ ରାୟ

Key Points

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା 

ଆଜି ରାୟ ପ୍ରକାଶ କରିବେ ମାନ୍ୟବର ପାଟଣାଗଡ଼ ଏଡିଜେ କୋର୍ଟ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଆଜି ରାୟ ପ୍ରକାଶ କରିବେ ମାନ୍ୟବର ପାଟଣାଗଡ଼ ଏଡିଜେ କୋର୍ଟ । ଗତ ୨୦୧୮ ମସିହା ଫେବୃୟାରୀ ୨୩ ତାରିଖ ଘଟିଥିଲା ପାର୍ସଲ ବୋମା ଘଟଣା । ଯେଉଁଥିରେ ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମା' ଜେମାମଣୀ ସାହୁଙ୍କ ମୃତ୍ୟୁ ହୋଇଥିଲା ।


ସୌମ୍ୟଶେଖରଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ଘଟଣାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରି ଭଇଁଷା କଲେଜରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ତେବେ କୋଟ୍‌ରେ ଉଭୟ ପକ୍ଷଙ୍କ ଯୁକ୍ତି ସରିଥିବା ବେଳେ ଆଜି ରାୟ ପ୍ରକାଶ କରିବେ ମାନ୍ୟବର କୋର୍ଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-much-talked-about-patnagarh-parcel-bomb-blast-incident-the-verdict-will-be-punished-today | Argus News