Videos
|
Odisha

ଭୁବନେଶ୍ବର ଉପକଣ୍ଠରେ  ହେବ ନୂଆ ଷ୍ଟାଡିୟମ

Manini Pattanayak
Browse all articles by Manini Pattanayak
·1 year ago
ଭୁବନେଶ୍ବର ଉପକଣ୍ଠରେ  ହେବ ନୂଆ ଷ୍ଟାଡିୟମ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠରେ ହେବ ନୂଆ ଷ୍ଟାଡିୟମ। ଆସନ୍ତା 17 ତାରିଖରେ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସ୍ପୋର୍ଟସ ଭ୍ୟାଲିରେ ରହିବ ଅଣ ପାରମ୍ପରିକ କ୍ରୀଡା ସେଣ୍ଟର।  

କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The new stadium will be in the suburbs of Bhubaneswar... | Argus News