Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶାରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

Rashmita Mishra
Browse all articles by Rashmita Mishra
·1 year ago
ଓଡିଶାରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ: ଆଜି ବିଶ୍ବ ଏଡସ ଦିବସ। ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଚଳିତ ବର୍ଷ ଏଡସ୍ ଦିବସର ଥିମ ରହିଛି `ଟେକ୍ ଦ ରାଇଟ ପାଥ୍‍, ମାଇଁ ହେଲଥ୍, ମାଇଁ ରାଇଟସ୍ ।  ୨୦୩୦ ସୁଦ୍ଧା ବିଶ୍ବକୁ ଏଡସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଓଡିଶାରେ ଏଡସ ରୋଗୀଙ୍କ ସଂଖ୍ୟା କମୁଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ତ୍ତମାନ ରାଜ୍ୟରେ ମାତ୍ର 50000 ହଜାର ଆକ୍ଟିଭ ରୋଗୀ ଥିବାବେଳେ,ଗଞ୍ଜାମରେ ସର୍ବାଧିକ 20000  ଓ ସୋନପୁରରେ ସର୍ବନିମ୍ନ 150ରେ ଏଡ୍ସ ରୋଗୀ ଅଛନ୍ତି। 2030 ସୁଦ୍ଧା ଜିରୋ ଏଡ୍ସ ରୋଗୀ କରିବା ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of AIDS patients is decreasing in Odisha. | Argus News