Videos
|
Odisha

ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ, ଆଗାମୀ ୪ଦିନ ଯାଏ ହେବନି ପରିବର୍ତ୍ତନ

Ritu Das
Browse all articles by Ritu Das
·1 year ago
ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ, ଆଗାମୀ ୪ଦିନ ଯାଏ ହେବନି ପରିବର୍ତ୍ତନ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଶୀତ ସାମାନ୍ୟ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି । ଶନିବାର ଜି ଉଦୟଗିରିରେ ରାତି ତାପମାତ୍ରା ୫.୨ ଡିଗ୍ରୀ ଥିଲା । ରବିବାର ଏହା ୭.୨ ଡିଗ୍ରୀକୁ ବଢ଼ିଛି । ରାଉରକେଲାରେ ୧୦ ଡିଗ୍ରୀରୁ ବଢ଼ି ୧୨ ଡିଗ୍ରୀରେ ପହଞ୍ଚିଛି ।


୧୦ରୁ ଅଧିକ ସହରରେ ପାରଦ ୧୪ ଡିଗ୍ରୀରୁ ୧୬ ଡିଗ୍ରୀ ରହିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ସାମାନ୍ୟ କମିଛି । ଆସନ୍ତା ୪ ଦିନ ଯାଏ ଏଭଳି ସ୍ଥିତି ଜାରି ରହିବ । ଏହାପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: