ଆଉ କିଛି ସମୟ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ
·1 year ago

Key Points
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା
ଦୁଇଟି ୱେବସାଇଟ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ
results.digilocker.gov.in
results.odisha.gov.in
ଆଉ କିଛି ସମୟ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଫଳାଫଳ ବାହାରିବା ନେଇ CHSE ପକ୍ଷରୁ ସୂଚନା । ଏକସଙ୍ଗେ ପ୍ରକାଶ ପାଇବ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଫଳାଫଳ । ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳକୁ results.odisha.gov.in କିମ୍ବା results.digilocker.gov.in ୱେବସାଇଟ୍ ମାଧ୍ୟମରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ ଘୋଷଣାର ଘଣ୍ଟାଏ ପରେ SAMS e-spaceରୁ ସେମାନଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ୍ ରେଜିଷ୍ଟ୍ରାର ପାଇପାରିବେ । ଯାହାକି ପିଲାମାନଙ୍କର ୨୦୨୫ ମସିହା ତତ୍କାଳ ପରୀକ୍ଷା ବା ଇନଷ୍ଟାଣ୍ଟ ଏକ୍ସାମର ଫର୍ମ ଫିଲଅପ୍ ପାଇଁ ସହାୟକ ହେବ । ଚଳିତ ବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: