ବାଲିଯାତ୍ରାରେ ବିଳମ୍ବିତ ରାତି ଯାଏଁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କଲା ପୋଲିସ
·1 year ago

ଅର୍ଗସ ବ୍ୟୁରୋ: ବାଲିଯାତ୍ରାରେ ବିଳମ୍ବିତ ରାତି ଯାଏଁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କଲା ପୋଲିସ। ବାଲିଯାତ୍ରାରେ ରାତି 10ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବା ନେଇ ଅନୁମତି ରହିଛି। ଏ ନେଇ ହାଇକୋର୍ଟଙ୍କ ଗାଇଡ ଲାଇନ୍ ରହିଛି। କିନ୍ତୁ ବୈଷ୍ଣବ ପାଣି ମଞ୍ଚରେ 10ଟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାରୁ ପୋଲିସ ଅଧିକାରୀ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରାଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: