Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ

Odisha

ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ

Rashmita Mishra
Browse all articles by Rashmita Mishra
·1 year ago
ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ


ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ । ରେଟ୍ ଚାର୍ଟ କଥା ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ କୁହାଯିବା ପରେ ଯେଉଁ ଯେଉଁ ସମସ୍ୟା ହୋଇଛି, କିଭଳି ସେଥିରେ ସମତୁଲତା ଆସିବ ଓ ମହାପ୍ରସାଦ ଦର ଠିକ୍ ରହିଲେ, ଭକ୍ତଙ୍କ ପାଇଁ ମହାପ୍ରସାଦ କିଣିବା ଓ ପାଇବା ସମସ୍ୟା ହେବନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏ ବାବଦରେ ଗମ୍ଭୀରତାର ସହ ଚିନ୍ତା କରାଯାଉଛି ଓ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଅଧିକ ପଢନ୍ତୁ: ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ , ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The price of the Maha Prasad of the Shrimandir will be controlled soon. | Argus News