Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ।

Rashmita Mishra
Browse all articles by Rashmita Mishra
·1 year ago
ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ।

Key Points

ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ
ଆଖୁଆପଦାରେ ସତର୍କ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର
ସତର୍କ ସଙ୍କେତ ୧୭.୮୩ ମିଟର, ଜଳ ପ୍ରବାହିତ ହେଉଛି ୧୮.୦୩ ମିଟର
ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର

ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଆଖୁଆପଦାରେ ସତର୍କ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ସତର୍କ ସଙ୍କେତ ୧୭.୮୩ ମିଟର ଥିବାବେଳେ ଆଜି ସକାଳ ୭ଟା ୩୦ ସୁଦ୍ଧା ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର । ଉପର ମୁଣ୍ଡ କେନ୍ଦୁଝର ଚମ୍ପୁଆରେ ବର୍ଷାର ପ୍ରଭାବ ଅଧିକ ଥିବାରୁ ଆଖିଆପଦାଠାରେ ବୈତରଣୀ ନଦୀରେ ଜଳସ୍ତର ବଢୁଛି । ଫଳରେ ନଦୀପାର୍ଶ୍ବରେ ଥିବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-raindrops-are-swelling-due-to-the-rain-falling-on-the-head | Argus News