Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା,ଆସିଲା ଅନୁସନ୍ଧାନକାରୀ ଡାକ୍ତରୀ ଦଳଙ୍କ ରିପୋର୍ଟ

Odisha

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା,ଆସିଲା ଅନୁସନ୍ଧାନକାରୀ ଡାକ୍ତରୀ ଦଳଙ୍କ ରିପୋର୍ଟ

Sangram Tripathy
Browse all articles by Sangram Tripathy
·1 year ago
କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା,ଆସିଲା ଅନୁସନ୍ଧାନକାରୀ ଡାକ୍ତରୀ ଦଳଙ୍କ ରିପୋର୍ଟ

ଅର୍ଗସ ବ୍ୟୁରୋ:କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା। ଆସିଲା ଅନୁସନ୍ଧାନକାରୀ ଡାକ୍ତରୀ ଦଳଙ୍କ ରିପୋର୍ଟ । ଫୁଡ୍ ପଏଜନିଂ ଯୋଗୁଁ ହୋଇଛି ୨ ଜଣ ମହିଳାଙ୍କର ମୃତ୍ୟୁ। ଗାଁର ସମସ୍ତ ୬୯ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ପାଉଛନ୍ତି ଚାଉଳ। ପଖାଳ ଓ ଆମ୍ବଟାକୁଆ ସେମାନଙ୍କର ନିୟମିତ ଖାଦ୍ୟ ଅଭ୍ୟାସ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା। ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଗାଁ ଲୋକଙ୍କୁ କରାଯାଉଛି ସଚେତନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The report of the medical team investigating the death of Kandhamal Mango Takua | Argus News