Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରକୀୟା ପ୍ରୀତି ଯୋଗୁ ମା'କୁ ପିଟିପିଟି ମାରିଦେଲା ପୁଅ

Swoyang prajna Mishra
Browse all articles by Swoyang prajna Mishra
·1 year ago
ପରକୀୟା ପ୍ରୀତି ଯୋଗୁ ମା'କୁ ପିଟିପିଟି ମାରିଦେଲା ପୁଅ

ଅର୍ଗସ ବ୍ୟୁରୋ : ମା'କୁ ପିଟିପିଟି ମାରିଦେଲା ପୁଅ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବାଘମରା ଗାଁ ରେ । ମା କୁ ଗାଁ ଦାଣ୍ଡରେ ଗୁଡେଇ ଗୁଡେଇ କାଠ ଫାଳିଆରେ ପିଟିପିଟି ମାରିଦେଲା ପୁଅ । ମାରିବା ପରେ ଶଵ ପାଖରେ ଜଗି ରହିଲା ତିନିଘଣ୍ଟା ।ପୋଲିସ ପହଂଚି ପୁଅକୁ ଅଟକ ରଖିବା ଶହ ତଦନ୍ତ ଆରମ୍ଭ କରିଛି ।


ମୃତକ କଙ୍କିମଣି ସିଂ ଙ୍କ ସାନପୁଅ ପୁଅ ଦୁର୍ଗା ସିଂ ଆଜି ଅପରାହ୍ନରେ କଙ୍କିମଣିଙ୍କୁ ଗାଁ ଦାଣ୍ଡରେ କାଠ ଫଳିଆରେ ପିଟି ମାରିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଁଚି ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ମାଆର ପରକିୟା ପ୍ରୀତି ଦେଖି ସାନପୁଅ ମା କୁ ମାରିଥିବା ଅଭିଯୋଗ କରିଛନ୍ତି ବଡ଼ ପୁଅ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The son beat his mother to death because of her extra marital affairs | Argus News