Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

Rashmita Mishra
Browse all articles by Rashmita Mishra
·1 year ago
ପୁଣି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

ଅର୍ଗସ ବ୍ୟୁରୋ: ଚାଲି ପାରୁନି ଗୃହ । ପୁଣି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ପୋଲାଭରମ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ । କଂଗ୍ରେସ ଓ ବିଜେଡ଼ିର ନାରାବାଜି ଓ ହୋ ହଲ୍ଲା ଯୋଗୁଁ ଗୃହ ମୁଲତବି । ପୋଲାଭରମ ପ୍ରସଙ୍ଗ ବିଚାରଧୀନ ଥିବାରୁ ଆଗ୍ରାହ୍ୟ କରିଥିଲେ ବାଚସ୍ପତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Speaker announced another adjournment of the House till 4 pm. | Argus News