Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା!

Odisha

୨୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା!

Sangram Tripathy
Browse all articles by Sangram Tripathy
·1 year ago
୨୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା!

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବଙ୍ଗୋପସାଗରରେ ୨୧ରେ ଲଘୁଚାପ, ୨୩ବେଳକୁ ନେବ ଅବପାତର ରୂପ । ୨୩ରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। IMD କହିଲା, ବାତ୍ୟା ନେଇ ଏଯାଏଁ ହୋଇନାହିଁ ଆକଳନ। ଲୋ ପ୍ରେସର୍ ସୃଷ୍ଟି ପରେ ସ୍ପଷ୍ଟ ହେବ ଚିତ୍ର। ସେପଟେ ବିଭିନ୍ନ ମଡେଲଙ୍କ ଆକଳନ। ୨୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
The storm will cross the Odisha coast on the 24th! | Argus News