Videos
|
Odisha

ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ

Rashmita Mishra
Browse all articles by Rashmita Mishra
·1 year ago
ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ

ଅର୍ଗସ ବ୍ୟୁରୋ: କାଲିଠୁ ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ବଜେଟ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମତେ ଅନ୍ୟ ଦଳର ସଦସ୍ୟ ଉପସ୍ଥିତ ରହିବେ । ବିଜେପି ସରକାରର ଏହା ଦ୍ବିତୀୟ ଅଧିବେଶନ। ଗୃହ ବେଶ ସରଗରମ ରହିବ। ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବେ ବିରୋଧୀ। ଜବାବ ଦେବାକୁ ପ୍ରସ୍ତୁତ ଶାସକ ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The supplementary budget will be presented on the first day. | Argus News