Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ବାଲିରେ ଶୋଭା ପାଇଲେ ପ୍ରଭୁ ରାମ ଏବଂ ମନ୍ଦିର

Odisha

 ବାଲିରେ ଶୋଭା ପାଇଲେ ପ୍ରଭୁ ରାମ ଏବଂ ମନ୍ଦିର

Manini Pattanayak
Browse all articles by Manini Pattanayak
·2 years ago
 ବାଲିରେ ଶୋଭା ପାଇଲେ ପ୍ରଭୁ ରାମ ଏବଂ ମନ୍ଦିର

 ଭଦ୍ରକ: 11" ଇଞ୍ଚ  ବାଲିରେ ତିଆରି ହୋଇଛି ପ୍ରଭୁଶ୍ରୀ ରାମ ଚନ୍ଦ୍ରଙ୍କ ମନ୍ଦିର ଓ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ଗାଁର ଗୋପାଳ ସାମଲ ଯାହାକୁ ନିର୍ମାଣ କରିଛନ୍ତି।

ତେବେ ଗୋପାଳ ସାମଲ ପୂର୍ବରୁ ବିଭିନ୍ନ ସମୟରେ ଚକ୍‌ ରେ ମୂର୍ତ୍ତି ନିର୍ମାଣ କରି ଆସୁଥିବା ଥିବାବେଳେ ଏବେ ବାଲି ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ 11" ଇଞ୍ଚ୍ ର ମନ୍ଦିର ଓ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ରାମକଥା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The temple and statue of Lord Shri Ram Chandra is made of 11" inch sand. | Argus News