Videos
|
Odisha

ବାଘ ଭୟରେ ଲାଗିଲା ଟ୍ରାପ୍ କ୍ୟାମେରା

Rashmita Mishra
Browse all articles by Rashmita Mishra
·1 year ago
ବାଘ ଭୟରେ ଲାଗିଲା ଟ୍ରାପ୍ କ୍ୟାମେରା

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନ ବନ୍ଦର ଡମ୍ପିୟାର୍ଡ ନିକଟରେ ବାଘ ଦେଖା ଯିବା ଘଟଣାରେ ତତ୍ପରତା ଦେଖାଇଛି ବନ ବିଭାଗ। ବାଘକୁ ଧରିବାକୁ ବନବିଭାଗ ଡମ୍ପିୟାର୍ଡ ନିକଟ ଜଙ୍ଗଲରେ 4ଟି ଟ୍ରାପ କ୍ୟାମେରା ଲଗାଯାଇଛି। ଏ ସମସ୍ତ କ୍ୟାମେରା ନନ୍ଦନକାନନରୁ ଆସିଛି। ଫରେଷ୍ଟ ରେଞ୍ଜରଙ୍କ ସମେତ, ଫରେଷ୍ଟ ଟେକ୍ନିକାଲର 5 ଜଣିଆ ଟିମ କ୍ୟାମେରା ଲଗାଇଛନ୍ତି। ରାତି ସାରା କ୍ୟାମେରାକୁ ମନିଟରିଙ୍ଗ କରାଯିବା ସହ ଯନ୍ତା ଉପରେ ନଜର ରଖିବ ବନ ବିଭାଗ। ଏନେଇ ପ୍ରତିକ୍ରିୟା ରଖି ରେଞ୍ଜର କହିଛନ୍ତି ବାଘ ଅଛି ବୋଲି କୌଣସି ସ୍ପଷ୍ଟତା ମିଳିନି। ତଥାପି ଆମେ ଟ୍ରାପ ଜାରିରଖିଛୁ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The tiger was afraid of the trap camera | Argus News