Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦେଶୀ ପକ୍ଷୀଙ୍କ ଗୋଡରେ ଲାଗିଲା ଟ୍ରାନ୍ସମିଟର

Ritu Das
Browse all articles by Ritu Das
·1 year ago
ବିଦେଶୀ ପକ୍ଷୀଙ୍କ ଗୋଡରେ ଲାଗିଲା ଟ୍ରାନ୍ସମିଟର

ଅର୍ଗସ ବ୍ୟୁରୋ: ବିଦେଶୀ ପକ୍ଷୀଙ୍କ ଗୋଡରେ ଲାଗିଲା ଟ୍ରାନ୍ସମିଟର୍। ଟ୍ରାକ୍ ହେବେ ଗ୍ରେଟର୍ ଫ୍ଲେମିଙ୍ଗୋ ପକ୍ଷୀ। ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପଦକ୍ଷପ। ୧୦ ମିନିଟ୍ ବ୍ୟବଧାନରେ ପକ୍ଷୀଙ୍କ ଉପସ୍ଥିତି ଏବଂ ଗତିବିଧି ଜାଣିହେବ।


ଡେରାଡୁନ୍ ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ବରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ବିଭାଗୀୟ ଅଧିକାରୀ ଙ୍କ ସହାୟତାରେ ଚିଲିକାର ନଳବଣରେ ସଫଳତାର ଟ୍ୟାଗ୍ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The transmitter was attached to the leg of the flaming bird | Argus News