Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରାନ୍ସପୋର୍ଟ ସଂସ୍ଥାର ବିଲ୍ ଓ ପ୍ୟାକେଟ୍ ଭିତରେ ଥିବା ବିଲ୍ ମ୍ୟାଚ କରୁନି

Smruti Parija
Browse all articles by Smruti Parija
·1 year ago
ଟ୍ରାନ୍ସପୋର୍ଟ ସଂସ୍ଥାର ବିଲ୍ ଓ ପ୍ୟାକେଟ୍ ଭିତରେ ଥିବା ବିଲ୍ ମ୍ୟାଚ କରୁନି

ଅର୍ଗସ ବ୍ୟୁରୋ: ବିମାନବନ୍ଦରରୁ 80କିଲୋ ସୁନା ଓ ଦୁଇକୁଇଣ୍ଟାଲ ରୁପା ଜବତ ଘଟଣାରେ ମିଳିଛି ବଡ଼ ଖବର। ଜବତ ରୁପା ର ଯାଞ୍ଚ ଶେଷ କରିଛି ସିଟି ଆଣ୍ଡ ଜିଏସଟି ବିଭାଗ । ଜବତ ରୁପାର 60% ଇନଭଏସ୍ ମ୍ୟାଚ କରୁନି । ଟ୍ରାନ୍ସପୋର୍ଟ ସଂସ୍ଥାର ବିଲ୍ ଓ ପ୍ୟାକେଟ୍ ଭିତରେ ଥିବା ବିଲ୍ ମେଳ ଖାଉନି । ତେଣୁ ସଂସ୍ଥା ବିରୋଧରେ ପେନାଲଟି ଲଗାଇବ ସିଟି ଆଣ୍ଡ ଜିଏସଟି ବିଭାଗ । 60 ପ୍ରତିଶତ ରୁପା ଉପରେ ଲଗାଯିବ ଜରିମନା । 15 ଦିନ ଭିତରେ ଏହା ଦାଖଲ କରିବାକୁ ପଡିବ। ସେପଟେ ଜବତ ସୁନା ଛୋଟଛୋଟ ବ୍ୟବସାୟୀଙ୍କ ନାଁରେ ଆସୁଥିବା ଜଣାପଡ଼ିଛି ।

 

ଭୁବନେଶ୍ବର ବିମାନବନ୍ଦରରୁ ଜବତ ସୁନା ଓ ରୂପାର କିଏ ମାଲିକ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The transport company's bill and the bill inside the packet do not match | Argus News