Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଲ୍ଡ ବୟେଜ ଆସୋସିଏସନ ର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। ଏହାପରେ ଅପରାହ୍ନରେ ଆଠମଲ୍ଲିକରେ ଦାରୁ ବିଗ୍ରହ ସ୍ଥାପନ ମହୋତ୍ସବରେ ମଧ୍ୟ କରିବେ ଯୋଗଦାନ। ଗତକାଲି ମଧ୍ୟ ଦେବଗଡ଼ ଏବଂ ଛେଣ୍ଡିପଦାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Education Minister will attend various programs in Chhendipada and athamallik | Argus News