Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଶନ ଶକ୍ତି ବିଭାଗର ଟେଲରିଂ ସେଣ୍ଟର,ମିଲେଟ କାଫେ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Odisha

ମିଶନ ଶକ୍ତି ବିଭାଗର ଟେଲରିଂ ସେଣ୍ଟର,ମିଲେଟ କାଫେ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago
ମିଶନ ଶକ୍ତି ବିଭାଗର ଟେଲରିଂ ସେଣ୍ଟର,ମିଲେଟ କାଫେ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ:ନୂଆପଡାକୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ସ୍ଵରାଷ୍ଟ୍ର ମନ୍ତ୍ରୀ। ନୂଆପଡ଼ା ସଦର ଜିଲ୍ଲା ମୁଖ୍ୟାଳୟରେ ଥିବା ୱାନ ଷ୍ଟପ ସେଣ୍ଟରରେ ପହଞ୍ଚି ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ।  ସମୀକ୍ଷା କରିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।  ମିଶନ ଶକ୍ତି ବିଭାଗର ଟେଲରିଂ ସେଣ୍ଟର, ମିଲେଟ କାଫେ ପରିଦର୍ଶନ କରିଥିଲେ । ପରେ ନବରଙ୍ଗପୁର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Minister visited Millet Cafe, Tailoring Center of Mission Energy Department | Argus News