Videos
|
Odisha

ଗମ୍ଭୀର ହେବାରେ ଲାଗିଛି ସିରିଆରେ ଯୁଦ୍ଧ ସ୍ଥିତି

Rashmita Mishra
Browse all articles by Rashmita Mishra
·1 year ago
ଗମ୍ଭୀର ହେବାରେ ଲାଗିଛି ସିରିଆରେ ଯୁଦ୍ଧ ସ୍ଥିତି

ଅର୍ଗସ ବ୍ୟୁରୋ: ଗମ୍ଭୀର ହେବାରେ ଲାଗିଛି ସିରିଆରେ ଯୁଦ୍ଧ ସ୍ଥିତି । ସିରିଆରେ ବିଦ୍ରୋହୀ ଗୋଷ୍ଠୀ ହାୟତ ତହରିର ଅଲ ଶାମ ତଥା HTS ଏବଂ ତାର ସହଯୋଗୀ ମାନେ ସିରିଆର ତିନିଟି ସହର ଉପରେ କବଜା କରିଛନ୍ତି। ସିରିଆରେ ନଭେମ୍ବର ୨୭ରେ ସେନା ଓ ବିଦ୍ରୋଦୀ ଗୋଷ୍ଠୀ ମଧ୍ୟରେ ସଂଘର ଆରମ୍ଭ ହୋଇଥିଲା। ତେବେ HTS ସହିତ ସେନା ବୁଝାମଣା କରିଥିବା ନେଇ ଚର୍ଚ୍ଚା ହେଉଛି। ବିଦ୍ରୋହୀମାନେ ଦାରା, ହମା ପରେ ରାଜଧାନୀ ଦମିଶକକୁ ନିଜ କବଜାକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେପଟେ ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନ ରାଷ୍ଟ୍ରପତି ଅସଦଙ୍କୁ ସୁରକ୍ଷା ଦେବାକୁ ଏହି ଯୁଦ୍ଧକୁ ଓହ୍ଲାଇଛି। HTSକୁ ରୋକିବା ଲାଗି ହିଜବୁଲ୍ଲାର ସଦସ୍ୟମାନେ ପ୍ରତିଆକ୍ରମଣ କରୁଛନ୍ତି। ଫଳରେ ସିରିଆରେ ଯୁଦ୍ଧ ସ୍ଥିତି ଅତି ଗମ୍ଭୀର ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The war situation in Syria is becoming more serious. | Argus News