Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

Ritu Das
Browse all articles by Ritu Das
·1 year ago
କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

Key Points

କମୁଛି ସୁବର୍ଣ୍ଣରେଖାର ଜଳସ୍ତର

ଗାଁରୁ ବି ବନ୍ୟାଜଳ କମିବାରେ ଲାଗିଛି

ହେଲେ ଏବେ ବି ଲୋକଙ୍କ ଦୁର୍ଦ୍ଦଶା କମିନି

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଗାଁରୁ ବି ବନ୍ୟାଜଳ କମିବାରେ ଲାଗିଛି । ହେଲେ ଏବେ ବି ଲୋକଙ୍କ ଦୁର୍ଦ୍ଦଶା କମିନି। ଲୋକଙ୍କ ଘରେ ପାଣି ପଶି ରହିଛି । ଫଳରେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି ବିପନ୍ନ । ଘର ବାହାରେ ପାଣି ହିଁ ପାଣି । ଭୋଗରାଇ ଓ ବାଲିଆପାଳ ଦୁଇ ବ୍ଲକରେ ବ୍ୟାପକ ମାତ୍ରାରେ ଚାଷ ନଷ୍ଟ ହୋଇଛି ।


ରାଜଘାଟଠାରେ ସୁବର୍ଣ୍ଣରେଖା ଜଳ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି। କିଛି ଲୋକ ଜଳବନ୍ଦୀରେ ଜୀବନ ବିତାଉଛନ୍ତି । ପାନୀୟ ଜଳ ସମସ୍ୟା ସାଙ୍ଗକୁ ଗାଈଗୋରୁଙ୍କ ଖାଦ୍ୟ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-water-level-of-the-subarnarekha-river-is-decreasing | Argus News