Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା

Rashmita Mishra
Browse all articles by Rashmita Mishra
·2 years ago·1 min read
 ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା

ଅର୍ଗସ ବ୍ୟୁରୋ: ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର  ଅଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଗତକାଲି ରାତ୍ରି ସମୟରୁ ଝିପି ଝିପି ବର୍ଷା ଲାଗି ରହିଛି । ଆକାଶରେ ମେଘୁଆ ପାଗ ସହ ହାଲୁକା ପବନ ବୋହୁ ଥିବାରୁ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସମୟରେ ଘଡ଼ ଘଡି ବିଜୁଳି ମଧ୍ୟ ହେଇଥିବାରୁ ଘରୁ ବାହାରକୁ ଲୋକେ ବାହାରୁ ନାହାନ୍ତି । 

ବିନିକା ଅଞ୍ଚଲରେ ଅସହ୍ୟ ଗରମ ଅନୁଭୂତି ହେଉଥିବା ବେଳ ଵର୍ଷା ହୋଇ ଗରମରୁ ଆଶ୍ଵସ୍ତି ମିଳିଛି।ଖାଲି ଯେ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ଵରଂ ସମସ୍ତ ଜିଲ୍ଲାରେ ଅସହ୍ୟ ତାତି ଅନୁଭୁତ ହୋଉଥିଲା । କିନ୍ତ ଵର୍ଷା ପରେ ତାତି ଗରମରୁ ଆସସ୍ତି ମିଳିଛି । ଏହି ଵର୍ଷା ଯଦି ଵେସି ଦିନ ଲାଗି ରହିଵ ତେଵେ ଚାଷ କାମ ଉପରେ ପ୍ରଭାବ ପଡିଵାର ଆଶଙ୍କା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-weather-center-has-issued-to-all-districts-of-the-state | Argus News