୫ ଜାନୁଆରୀ ପରେ କମିବ ଶୀତ !
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଯାଏଁ ଥରିବ ଓଡିଶା । ୫ ଜାନୁଆରୀ ପରେ କମିବ ଶୀତ ! ରାତ୍ରି ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ କମିବ ଶୀତର ଲହରୀ। ଆଜିଠୁ ଉତ୍ତର-ପଶ୍ଚିମ ଭାଗରେ ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ, ବର୍ତମାନ ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର/ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ହେବା ସହ, ପୂର୍ବଦିଗରୁ ଉଷ୍ମ ଜଳୀୟବାଷ୍ପ ପୁର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଉଛି । ଫଳରେ ୫ ତାରିଖ ପରଠାରୁ ରାତି ତାପମାତ୍ରା ବୃଦ୍ଧି ସହ ଶୀତ ପ୍ରଭାବ କମିବାର ସମ୍ଭାବନା ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: