ମହାନଦୀକୁ ଡେଇଁ ଯୁବକ ନିଖୋଜ
·1 year ago

ଅର୍ଗସ ବ୍ୟୁରୋ: ମହାନଦୀକୁ ଡେଇଁ ଯୁବକ ନିଖୋଜ । ପାରାଦ୍ଵୀପ ଲକ ଥାନା ଭୁତମୁଣ୍ଡାଇ ବଡପୋଲ ଉପରୁ ମହାନଦୀ ଡେଇଁଲେ ପଡିଲେ ଯୁବକ। ଯୁବକ ଜଣ ହେଲେ ମଙ୍ଗରାଜପୁର ଗ୍ରାମର ବିଭୁ ମାଝୀ । ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ପରେ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ବିଭୁ। ଆଜି ଘରୁ ପଳାଇ ଆସି ମହାନଦୀକୁ ଡେଇଁ ପଡିଥିବା ଜଣା ପଡିଛି। ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: