Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ଖାନନଗର ହନୁମାନ ମନ୍ଦିରରୁ ଚୋରି

Rashmita Mishra
Browse all articles by Rashmita Mishra
·1 year ago
କଟକ ଖାନନଗର ହନୁମାନ ମନ୍ଦିରରୁ ଚୋରି

ଅର୍ଗସ ବ୍ୟୁରୋ: କଟକ ଖାନନଗର ହନୁମାନ ମନ୍ଦିରରୁ ଚୋରି। ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ। ଖବର ପାଇ ମଧୁପାଟଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଚୋରି। କଟକରେ ମାତିଲେ ଲୁଟେରା। ଖାନନଗର ହନୁମାନ ମନ୍ଦିରୁ ଚୋରି କରିନେଲେ ମୁକୁଟ ଓ ଅଳଙ୍କାର। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଚୋରି ଘଟଣା। ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ନେଇଗଲେ ଲୁଟେରା।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ମଧୁପାଟଣା ଥାନା ପୋଲିସ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
theft-from-hanuman-temple-in-cuttack-khannagar | Argus News