Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମେରିକା ହ୍ୟୁଷ୍ଟନରେ ହେବନି ରଥଯାତ୍ରା,ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ

Sangram Tripathy
Browse all articles by Sangram Tripathy
·1 year ago
ଆମେରିକା ହ୍ୟୁଷ୍ଟନରେ ହେବନି ରଥଯାତ୍ରା,ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ

ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନ ରଥଯାତ୍ରା ବାତିଲ। ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ନିଷ୍ପର୍ତ୍ତି । ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା। ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜିପତି ମହାରାଜଙ୍କ ସମେତ ଶଙ୍କରାଚାର୍ଯ୍ୟ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be no Rath Yatra in Houston, USA, instead of the Rath Yatra, there will be Nitai Gaur Sankirtan | Argus News