Videos
|
Odisha

କୋଣାର୍କ ମହୋତ୍ସବର ତୃତୀୟ ଦିନ

Rashmita Mishra
Browse all articles by Rashmita Mishra
·1 year ago
କୋଣାର୍କ ମହୋତ୍ସବର ତୃତୀୟ ଦିନ

ଅର୍ଗସ ବ୍ୟୁରୋ: ଆଜି କୋଣାର୍କ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ତୃତୀୟ ଦିନ । ପ୍ରତ୍ୟେକ ଦିନ ମହୋତ୍ସବରେ ଜମୁଛି ଦର୍ଶକଙ୍କ ଭିଡ । ଓଡିଶାର ପର୍ଯ୍ୟଟକ ଓ ଓଡିଆ ଘରର ଓଡିଆଣି ପରମ୍ପରାକୁ ଦେଖି ବିଦେଶୀ ଓ ଦେଶୀ ପର୍ଯ୍ୟଟକ ବିମୋହିତ ହେଉଛନ୍ତି।  ଗତକାଲି ଦ୍ବିତୀୟ ସଂନ୍ଧ୍ୟାରେ ପୁରୁଷ କଳାକାରମାନେ ବିକଶିତ ଓଡିଶା ବିକଶିତ ଭାରତ, ସଂସ୍କୃତି, ପରମ୍ପରା ଆଦିକୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ବାହାର ଶିଳ୍ପୀ ମାନେ ଇକୋ ଟୁରିଯିମି ବାଲୁକା କଳା ପ୍ରଦର୍ଶନ କରିଥିଲେ। ସମସ୍ତ ବାଲୁକା କଳାକୁ ପର୍ଯ୍ୟଟନ ବିଭାଗର ଆମ୍ବାସଡ଼ର ସୁଦର୍ଶନ ପଟ୍ଟନାୟକ ବୁଲି ଦେଖିବା ସହିତ ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ବୁଲି ଦେଖିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Third day of Konark Festival | Argus News