Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାରର ଯେଉଁମାନେ ଡକାୟତି କରିଛନ୍ତି ସେମାନଙ୍କୁ ଓଲଟା ଲଟକାଇ ସିଧା କରାଯିବ

Ritu Das
Browse all articles by Ritu Das
·2 years ago
ରତ୍ନଭଣ୍ଡାରର ଯେଉଁମାନେ ଡକାୟତି କରିଛନ୍ତି ସେମାନଙ୍କୁ ଓଲଟା ଲଟକାଇ ସିଧା କରାଯିବ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଆସିଲେ ଯେଉଁମାନେ ରତ୍ନଭଣ୍ଡାରର ଡକାୟତି କରିଛନ୍ତି 100 ଦିନରେ ଭିତରେ ସେମାନଙ୍କୁ ଓଲଟା ଲଟକାଇ, ସିଧା କରାଯିବ । ଗତକାଲି ନୟାଗଡ଼ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ନିଶାନା କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଜବାବ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । 

ଓଡ଼ିଶାରେ ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପେନ୍

ନବୀନ ପଟ୍ଟନାୟକ ଜବାବ ଦିଅ । ରତ୍ନଭଣ୍ଡାର ଚାବି କେମିତି ହଜିଲା ? ଡୁପ୍ଲିକେଟ ଚାବି ତିଆରି କାହିଁକି ହେଲା? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି ନା ନାହିଁ ? ରତ୍ନଭଣ୍ଡାର ଯାଞ୍ଚ କମିଶନ ରିପୋର୍ଟ, କାହିଁକି ଦବାଇ ରଖିଛନ୍ତି ନବୀନ? ଏପରି ଅନେକ ପ୍ରଶ୍ନ ପଚାରି ସିଧାସିଧା ନବୀନଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Those who have robbed | Argus News