ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଯବାନ ଗିରଫ
·1 year ago

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଯବାନ ଗିରଫ l ମନମୁଣ୍ଡା ଥାନା ପୋଲିସ୍ ବ୍ୟାରେକରୁ ଗିରଫ ହୋଇଛନ୍ତି ୩ ଯବାନ। ଗିରଫ ଯବାନଙ୍କ ନିକଟରୁ ୧୫କେଜି ଗଂଜେଇ ଜବତ ହୋଇଛି l ଯବାନ ଗିରଫ ଓ ଗଞ୍ଜେଇ ଜବତ ନେଇ ବୌଦ୍ଧ ଏସପିଙ୍କ ସୂଚନା। ତଦନ୍ତ ପାଇଁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ l ଗିରଫ ନେ଼ଇ ବୌଦ୍ଧ ଏସପି ରାହୁଲ ଗୋଏଲଙ୍କ ସୂଚନା l ୩ ଯବାନ କେଉଁଭଳି ପରିସ୍ଥିତିରେ ଏଭଳି କର୍ଯ୍ୟ କରୁଥିଲେ ତାକୁ ନେଇ ଚାଲିଛି ତଦନ୍ତ। ୩ଜଣ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
