କ୍ରିକେଟ ମ୍ୟାଚ୍ ଦେଖି ଫେରିବା ବେଳେ ଅଘଟଣ
·1 year ago

ପଦ୍ମପୁର: କ୍ରିକେଟ ମ୍ୟାଚ୍ ଦେଖି ଫେରିବା ବେଳେ ଅଘଟଣ । ପଦ୍ମପୁର ମହୁଲପାଲି ବ୍ରିଜରେ ବାଇକ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ଘୋଷାଡ଼ି ହୋଇ ପଡ଼ିଲେ ବାଇକ ଆରୋହୀ । ବଦେନବାହାଲ ଗାଁରୁ କ୍ରିକେଟ ମ୍ୟାଚ୍ ଦେଖି ଫେରିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: