ଛତିଶଗଡ଼ ବିଜାପୁରରେ ପୁଣି ଏନକାଉଣ୍ଟର ୩ ମାଓବାଦୀ ନିହତ
·1 year ago

Key Points
ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ପୁଣି ଏନକାଉଣ୍ଟର
ଗୁଳିବିନିମୟରେ ଆଉ ୩ ମାଓବାଦୀ ନିହତ
Drg, stf ଓ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ସଫଳତା
ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ପୁଣି ଏନକାଉଣ୍ଟର । ଗୁଳିବିନିମୟରେ ଆଉ ୩ ମାଓବାଦୀ ନିହତ । Drg, stf ଓ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ସଫଳତା । ନିପାତ ମାଓବାଦୀଙ୍କ ମର ଶରୀର ଜବତ । ଏବେ ବି ସର୍ଚ୍ଚ ଅପରେସନ ଜାରି । ଗତକାଲି ନିପାତ ହୋଇଥିଲା ଦୁର୍ଦ୍ଦାନ୍ତ ମାଓବାଦୀ ଭାସ୍କର ରାଓ । ମୁଣ୍ଡ ବଦଳରେ ଥିଲା ୪୫ ଲକ୍ଷ ଟଙ୍କାର ପୁରସ୍କାର । ଦେଶରେ ଶେଷ ନିଃଶ୍ବାସ ନେଉଛି ନକ୍ସଲବାଦ । 2026 ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ଭାରତ ନେଇ ଆହ୍ବାନ ଦେଇଥିଲେ ଅମିତ୍ ଶାହ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: