Videos
|
Odisha

ସୁଭଦ୍ରା ଯୋଜନାରେ ୩ ପଦକ୍ଷେପ : ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ

Ritu Das
Browse all articles by Ritu Das
·1 year ago
ସୁଭଦ୍ରା ଯୋଜନାରେ ୩ ପଦକ୍ଷେପ : ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ

ଅର୍ଗସ ବ୍ୟୁରୋ: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ । ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି। ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।


କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ ଏବଂ ଯୋଗାଯୋଗ କରିପାରିବେ ଏବଂ ଋଣ କେମିତି ନେଇପାରିବେ। କୁହ ସୁଭଦ୍ରା, ଯେଉଁଥିରେ କି ବିଭାଗ ହିତାଧିକାରୀଙ୍କୁ କଲ୍ କରି ସୁବିଧା ଅସୁବିଧା ପଚାରି ବୁଝୁଛି। ଶେଷରେ ସୁଭଦ୍ରା ସେତୁ, ଏହା ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three steps in Subhadra Yojana: Listen Subhadra, Say Subhadra and Subhadra Setu | Argus News