ଚନ୍ଦ୍ରଭାଗା ନିକଟରେ ଗାଧୋଉଥିବା ବେଳେ 3 ଯୁବକ ମୃତ
·11 months ago

Key Points
ଚନ୍ଦ୍ରଭାଗା ସମୁଦ୍ରରେ ପୃଥକ ଘଟଣାରେ ବୁଡ଼ି ୩ ଯୁବକ ମୃତ
ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡ଼ି ୨ ଯୁବକ ମୃତ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକ ମୃତ
ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ଯୁବକ । ଚନ୍ଦ୍ରଭାଗା ନିକଟରେ ଗାଧୋଉଥିବା ବେଳେ ବୁଡ଼ି 2 ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ କଟକ ପାହାଳ ଅଞ୍ଚଳର ହୋଇଥିବା ଜଣାପଡିଛି । ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।
ସେପଟେ ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡ଼ି ୨ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକ ମୃତ । ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର । ଅନ୍ୟ ମୃତକ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: