କଳା ଓ ସଂସ୍କୃତି ମାଧ୍ୟମରେ କଳାକାର ମାନେ ମାନବ ସମାଜ ଓ ପଶୁପକ୍ଷୀଙ୍କ ହିତ ସାଧନା କରିବେ
·1 year ago

ଅର୍ଗସ ବ୍ୟୁରୋ: ମାନବୋତ୍ତର ଅର୍ଥ ମଣିଷ ପଣିଆଠୁ ଉର୍ଦ୍ଧ୍ବରେ। ଏହାକୁ ପାଥେୟ କରି ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସେମିନାର ହଲ ପରିସରରେ ଆୟୋଜିତ ହେଉଛି କର୍ମଶାଳା । ଉକ୍ତ କର୍ମଶାଳାରେ ବିଦେଶର ୧୦ କଳାକାର ଓ ଆମ ଦେଶର ୨୨ କଳାକାର ସାମିଲ ହୋଇଛନ୍ତି । କଳା ଓ ସଂସ୍କୃତି ମାଧ୍ୟମରେ କଳାକାର ମାନେ କିଭଳି ମାନବ ସମାଜ ସହ ପଶୁପକ୍ଷୀ ମାନଙ୍କ ହିତ ସାଧନା କରିପାରିବେ ତାହା ଉପରେ ଏହି ସେମିନାରରେ ଆଲୋଚନା କରାଯାଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: