ଏୟାରପୋର୍ଟ ଡମ୍ପିଂ ୟାର୍ଡରେ ବାଘ ଆତଙ୍କ
·1 year ago

ଭୁବନେଶ୍ୱର: ଭୁବନେଶ୍ବରରେ ବୁଲୁଛି ବାଘ । ଏୟାରପୋର୍ଟ ଡମ୍ପି ୟାର୍ଡ଼ରେ ବାଘ ଆତଙ୍କ ଦେଖାଦେଇଛି । ଖୋଜାଖୋଜି ଜାରି ରଖିଛନ୍ତି ବନ ବିଭାଗ କର୍ମଚାରୀ । ଅଳିଆ ସଫା କରୁଥିବା ବେଳେ ବାଘ ପାଦ ଚି଼ହ୍ନ ଦେଖିଥିଲେ ମହିଳା । ଏହି ଖବର ଜଣାପଡିବା ପରେ ପୁରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: