Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ'

Smruti Parija
Browse all articles by Smruti Parija
·1 year ago
ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ'

ମୟୂରଭଞ୍ଜ: ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ' । ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦ୍ବିତୀୟ ବାଘୁଣୀ ଜିନ୍ନତ୍ ଗତକାଲି ସନ୍ଧ୍ୟାରେ ଫାଟକ ଖୋଲାଯାଇଥିବାବେଳେ ରାତି 9.30 ମିନିଟ୍ ସମୟରେ ବାହାରକୁ ଯାଇଥିଲା । ଶିମିଳିପାଳ ଉତ୍ତର ଜୋନ ଅଞ୍ଚଳରେ ଏବେ ମୁକ୍ତ ଭାବରେ ରହିବ ବାଘୁଣୀ । ବିଭାଗ ପକ୍ଷରୁ ବାଘକୁ 24 ଘଣ୍ଟା ମନିଟରିଂ ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ଏବେ ଜମୁନା ଓ ଜିନ୍ନତ୍ ୨ ବାଘୁଣୀ ମୁକ୍ତ ଭାବରେ ଶିମିଳିପାଳରେ ବିଚରଣ କରୁଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger 'Jeennat' released from soft enclosure | Argus News