Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘୁଷୁରା ଜଙ୍ଗଲରେ ବାଘ ପାଦ ଚି଼ହ୍ନ ଦେଖି ଲୋକେ ଭୟଭିତ

Smruti Parija
Browse all articles by Smruti Parija
·10 months ago
ଘୁଷୁରା ଜଙ୍ଗଲରେ  ବାଘ ପାଦ ଚି଼ହ୍ନ ଦେଖି ଲୋକେ ଭୟଭିତ

Key Points

ଘୁଷୁରା ଜଙ୍ଗଲରେ ବାଘ ପାଦ ଚି଼ହ୍ନ

ଲୋକେ ଭୟଭିତ

ଘଟଣାସ୍ଥଳରେ ବନବିଭଗ

ବଣାଇଁରେ ବାଘ ଆତଙ୍କ । ବଣାଇଁ ବନଖଣ୍ଡ ଅଧୀନ ବନାଞ୍ଚଳ ଘୁଷୁରା ଜଙ୍ଗଲରେ ଏକ ପାଦ ଚି଼ହ୍ନ ଦେଖି ଲୋକେ ଭୟଭିତ । ଘଟଣା ସ୍ଥଳରେ ବନବିଭଗ ପହଞ୍ଚି ପାଦଚି଼ହ୍ନକୁ ଦେଖି ତଦନ୍ତ ଆରମ୍ଭ କରିଛି l ଏହା ବାଘର ପାଦଚି଼ହ୍ନ ନା ସେହି ଜାତୀୟ ଅନ୍ୟ କୌଣସି ପ୍ରାଣୀର ପାଦ ଚିହ୍ନ ତାର ତଦନ୍ତ ଚଳାଇଛନ୍ତି । ବନବିଭାଗ ବିଶେଷଜ୍ଞ ଦଳର ସହାୟତା ଲୋଡିଛି l କିଛିଦିନ ତଳେ ବନଖଣ୍ଡର ସୋଲ ବନାଞ୍ଚଳରେ ବୁଲୁଥିବା ମହାବଳ ବାଘ ଭୟକୁ ନେଇ ଏବେ ଚର୍ଚ୍ଚା । ତେଣୁ ପାଦ ଚିହ୍ନ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାରମ୍ଭିକ ତଦନ୍ତରୁ ଏହା ହିଂସ୍ର ଜନ୍ତୁ ହୋଇପାରେ ବୋଲି ବନବିଭାଗର ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored